ଜିଲ୍ଲାପାଳଙ୍କ ବଡ ପଦକ୍ଷେପ : ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ଦୋକାନୀ ଗଣିବେ ୫ ହଜାର ଟଙ୍କା ଜରିମାନା

୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ସ୍ଥିତି ସବୁଠାରୁ ଖରାପ ଥିବା ଯୋଗୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କେତେକ ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ … Continue reading ଜିଲ୍ଲାପାଳଙ୍କ ବଡ ପଦକ୍ଷେପ : ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ଦୋକାନୀ ଗଣିବେ ୫ ହଜାର ଟଙ୍କା ଜରିମାନା